STORYMIRROR

SR Padmalaya65 Mishra

Others

3  

SR Padmalaya65 Mishra

Others

ଭାବ

ଭାବ

1 min
255


ଭାବ ସହ ଶବ୍ଦ ଯୋଡିହେଲେ

ହୁଏ ସେ କବିତା

ମନ ସହ ମନ ମିଶିଗଲେ

ଲମ୍ବିଯାଏ କଥା

ହୃଦୟ ସହ

ହୃଦୟଟେ ଯୋଡିଗଲେ

ବଢେ ଆତ୍ମୀୟତା


ଭାବହୀନ ଶବ୍ଦ ବି ବେଳେବେଳେ

ସୃଷ୍ଟିକରେ ମହାଭାରତ

ମନ ଫାଟିଗଲେ ଅନ୍ତର

ବେଦନା ବ୍ଯଥିତ

ହୃଦୟରୁ ହୃଦୟ ତୁଟିଲେ

ବିଷ ସମ ଲାଗଇ ଅମୃତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍