STORYMIRROR

ସୁରେନ୍ଦ୍ର ମିଶ୍ର

Children Stories

2  

ସୁରେନ୍ଦ୍ର ମିଶ୍ର

Children Stories

ବେବୀ

ବେବୀ

1 min
131

ସବୁ ଝିଅଙ୍କ ଭାଗ୍ୟରେ

ବାପା ଥାଆନ୍ତି କିନ୍ତୁ ସବୁ 

ବାପାଙ୍କ ଭାଗ୍ୟରେ 

  ଝିଅ ନଥାଏ...

ଗୋଟିଏ ଚଢ଼େଇକୁ ଦେଖି

ବେବୀ କହିଲା ତା ବାପାଙ୍କୁ 

ବାପା ମତେ ବି ଚଢ଼େଇ ପରି ପର

ଦରକାର ମୁଁ ମଧ୍ୟ ଉଡିବାକୁ 

ଚାହୁଁଛି ଏହି ନିର୍ମଳ ଆକାଶେ

ବାପା ଟିକେ ଅନେଇ ଦେଖି 

ଝିଅକୁ କହିଲେ ତୋ ପାଖରେ

ଚଢ଼େଇର ପର ନଥିଲେ ବି ଦିନେ 

ଉଡିଯିବୁ ମୋର ପରି ମୋ ପାଖରୁ 

କିଛି ଅଭୁଲା ଶ୍ରୁତି..

 ମୋର କୁନୁ ମୁନୁ ଏଞ୍ଜେଲ୍... ବାବୁ... ବେବୀ....

ମାଇଁ କ୍ୟୁଟି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍