STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ବଦମାସ ଶୀତ

ବଦମାସ ଶୀତ

1 min
92


ସକାଳର ବୁଲାରେ 

ହାତ ଠାରି ଚାହା କପେ ପଚାରିଲେ 

ଜବାବ ମିଳେ 

ଦେଶୀ ନେବେ ନା ମହୁଲୀ 

ଲୋକଙ୍କୁ ଚିହ୍ନି ପାରେନି

ମହତଙ୍କ ଇଜ୍ଜତ ସାରେ ।।


ପିକ୍ ନିକ୍ ବାହାରିଥିବା 

କଲେଜ ଯୁବକ ଯୁବତୀ 

ଜେନେରାଲ ଷ୍ଟୋରରେ 

କ୍ୟାମେରା ରିଲ୍ଟି ପାଇଁ ଇସାରା କଲେ

ଦୋକାନୀ ଉସ୍ଛାହିତ୍ କରେ

ରମ୍ ନେବେ ନା ହ୍ୱିସ୍ କି ।।


ମୋ ଗାଁ ରେ ନୁହଁ 

ଦାରିଙ୍ଗ ବାଡ଼ିରେ ।।

    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍