STORYMIRROR

Pramod Kumar Jena

Others

3  

Pramod Kumar Jena

Others

ବଡ ହସ୍ପିଟାଲ୍

ବଡ ହସ୍ପିଟାଲ୍

1 min
354

ବଡ କୋଠା ବାଡି ଯାନବାହନ

ହସ୍ପିଟାଲ୍ ନୁହେଁ ରାଜଭବନ (1)


ଗୋଟା ପରେ ଗୋଟେ ପରୀକ୍ଷା କର

ଦରକାର କିମ୍ବା ଅଦରକାର(2)


ଥରେ ଯଦି ସେଠି ଭର୍ତ୍ତି ହୋଇବ

ଜମିବାଡି ନିଶ୍ଚେ ବନ୍ଧା ପଡିବ (3)


ରୋଗୀ ସେବା ଛଡା ସବୁ ପାଇବ

ଅତି ଭାଗ୍ୟବାନ ଘରେ ଫେରିବ (4)

(ଯଦି ଫେରିଲ)

ଦେବାଳିଆ ହୋଇ କେତେଟା ଦିନ

ବଞ୍ଚିବା ମରିବା ସବୁ ସମାନ (5)


ଡାକ୍ତରଖାନା କି କଂସେଇଖାନା

କାଳିଆ ଠାକୁର ତମକୁ ଜଣା (6)


Rate this content
Log in