STORYMIRROR

kahnu charan sahu

Others

3  

kahnu charan sahu

Others

ବାପା

ବାପା

1 min
250

ବାପା

ସେ ସାକ୍ଷାତ ଈଶ୍ୱର

ଧର୍ଯ୍ୟର ସମାହାର

ସେ ଯେ ସରଳ ସମାଧାନ

ଅନେକ ଅସୁବିଧାର....


ଆସୁଥିବା

କାଳି ଅନ୍ଧକାର

ଚାଲିଯାଏ ବହୁଦୂର

ବାପାଙ୍କ ନା ଶୁଣି


କେତେ ଯେ ଅସୁବିଧା

ସମୟର ସ୍ରୋତରେ

ଚୁପଚାପ ସୁନା ପିଲା

ପାଲଟି ଯାଆନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍