STORYMIRROR

Premasila Raut

Others

4  

Premasila Raut

Others

ବାହାଘର

ବାହାଘର

1 min
278

ଦୁଇଟି ମନର ମିଳନ ଯେ ପ୍ରେମ ହାତଗଣ୍ଠି ବାହାଘର ସାତ ଜନମର ସାଥି ହୋଇ ସଦା ରହିଥାଏ ଶଙ୍ଖା ସିନ୍ଦୂର ।


ପବିତ୍ର ବନ୍ଧନ ଦେହ ଓ ମନର ସ୍ନେହ ପ୍ରେମ ଡୋରେ ବନ୍ଧା ସ୍ମୃତିଭରା ସେତ ପ୍ରତିମୂହୁର୍ତ୍ତର ଅଟେ ପ୍ରୀତି ନିଶିଗନ୍ଧା ।


ମୁଠାଏ ବିଶ୍ଵାସେ ସଂପର୍କ ଦଉଡି ରହେ ଜନ୍ମ ଜନ୍ମ ପାଇଁ ଉପରବାଳାର ଯୋଗସୂତ୍ର ବଳେ ଦୁଇ ଆତ୍ମ ଏକ ହୋଇ ।


ଅଗ୍ନି ସାକ୍ଷୀ ସାଥେ ଚଉଦିଗ ସାକ୍ଷୀ ରହନ୍ତି ଯେ ଚିରଞ୍ଜିବୀ ଆଜୀବନ କାଳ ବିବାହ ବନ୍ଧନେ ବାନ୍ଧି ହୋଇ ରହି ଥିବି ।


Rate this content
Log in