ଅତୀତ
ଅତୀତ
1 min
282
ସ୍ମୃତିର କିଛି ଫର୍ଦ୍ଦ ଓଲଟାଉ ଓଲଟାଉ
ଅତୀତକୁୁ ଚାଲି ଯାଉ।
ଅତୀତର ସେହି ସୁୁନ୍ଦର ଛବି।
କିଛି ସମୟ ବିତେ ଭାବିି ଭାବି।
ଭାଵେ ଏହି ମନ
ଫେରି କରିବ ଅଙ୍କନ।
ହେଲେ କାହିଁ ସମୟ।
ମନ ହୁୁୁଏ ଅସହାୟ।
କିଛି ସମୟ ପରେ।
ବର୍ତ୍ତମାନକୁ ଫେରେ।
ଅତୀତ କେତେ ସୁୁୁନ୍ଦର।
ବର୍ତ୍ତମାନରେ ଛିଡ଼ା ହୋଇ ପକେଇ ଲେ ନଜର।
ଇଚ୍ଛା ହୁଏ ପୁୁଣି ଯିିବା କୁ ଫେରି।
ଅତିତ ରେ ରହିବା କୁ ଘର କରି।
