Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Children Stories Children

3  

PUSPALATA SAHOO

Children Stories Children

ଅତୀତ କି ଫେରେ

ଅତୀତ କି ଫେରେ

1 min
138


ଫେରି ବନି ଅତୀତଟା 

ଯାହା ଥରେ ଯାଇଛି ଚାଲି 

ଅତୀତ କଥା ସୁମରି 

ହାତ ଠାରି ଡାକେ ଖାଲି ।


ପିଲା ବେଳ ସାଙ୍ଗ ମେଳ 

ମିଛି ମିଛିକା ବାହାଘର ଖେଳ 

ଆମ୍ବ ତୋଟା ଢେଲା ମାଡ 

ନିଧି ଅଜାଙ୍କର ତାଗିଦ ଜବର ।


ଅବଧାନଙ୍କର ଚାହାଳୀ ପାଠ 

ଭାରି କଷ୍ଟ ପଣକିଆ ଡାକ 

ଗଣ୍ଡା କୋଡ଼ି ହଳର ହିସାବ ସାଥେ 

ବର୍ଣ୍ଣମାଳାର ଶବ୍ଦ ଭଣ୍ଡାର ।


ଫେରି ଆସିବନି ଅତୀତ ଘଟଣା 

ସାଙ୍ଗ ସାଥୀ ଥିଲେ ଯେତେ ଗାଁରେ 

ଆଜି ସମସ୍ତେ ସହର ମୁଖା 

କେବେ ନ ହୁଏ ତାଙ୍କରି ଦେଖା ।


ଅତୀତ କଥା ମନରେ ଭାଳି 

ଭାରି ହୁଏ ମନ ନ ହୁଏ କଳି 

କିଏ ଫେରେଇବ ସେଦିନ କଥା 

ଯାହା ଲେଖା ଅଛି ଅତୀତ ଗାଥା  ।



Rate this content
Log in