STORYMIRROR

Gouttam kachim

Others

1  

Gouttam kachim

Others

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
48

ମୁଁ ଚିନ୍ତିତ, ବ୍ୟସ୍ତ, ବିବ୍ରତ,

ଅନେକ ଗୁଡ଼ିଏ ସମସ୍ୟାକୁ ନେଇ,

ଆର୍ଥିକ ଅନାଟନ ଭିତରେ,

କେମିତି କରିବି ସମାଧାନ,

କରି ପାରୁନାହିଁ ସ୍ଥିର,

ଅନେକ ଗୁଡ଼ିଏ ବିଷୟରେ,

ଭାବି ଭାବି,

ସତରେ ମୋ ଭାବନା ଅସ୍ଥିର,

ଭାବନା ଅସ୍ଥିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍