ଅଶରୀରୀ
ଅଶରୀରୀ
1 min
397
ପ୍ରତିଶୋଧର ବହ୍ନିରେ ଅହର୍ନିଶି ଜଳୁଛି ଛାତି,
ପ୍ରତୀକ୍ଷା ପରେ ପ୍ରତୀକ୍ଷା ,ବିତିଛି କେତେ ରାତି,
ଦୋଷୀ ଆଜି ସାମ୍ନାରେ ଠିଆ,ଭୟଭୀତ ,
ନିର୍ଦୋଷୀ ଯିଏ ବୁଝିପାରୁନାହିଁ, ଭାବୁଛି କ'ଣ ଏ ସତ !
ନୁହେଁ ଆଜି ସିଏ ଅବଳା ଦୁର୍ବଳା ନାରୀ ,
ଅନେକ ବଳର ଅଧିକାରିଣୀ ,ସେଯେ ଆଜି ଅଶରୀରୀ ।
