STORYMIRROR

Liza Senapati

Others

3  

Liza Senapati

Others

ଅନୁତାପ

ଅନୁତାପ

1 min
392

ଏଇ ଦେଖ ମୁଁ ଜଳୁଚି,

ମହମର ସଳିତା ପରି,

ଅନୁତାପର ନିଆଁରେ ,

ଆଜି ମୁଁ ପାଉଁଶ କେଇଟା ।

ଆଶାର ଆକାଶେ 

ନିରାଶାର ବାଦଲ ଖଣ୍ଡ ମୁଁ ।

ନିଜ ପାଇଁ ନିଜେ ଅଦରକାରୀ ମୁଁ, 

କାହାର ହେବି ଆଉ ଆପଣାର।

ଦୁନିଆ ଆଗରେ ଦୋଷୀ ମୁଁ,

ଅନୁତାପ ମୋର ଶାସ୍ତି।

ନିଜ ଲୁହ ନିଜ ମୁଁ ପିଉଚି,

ହାତ ନାହିଁ କାର ପୋଛିବାକୁ,

ଏ ସମ୍ପର୍କ ଗୁଡା ସବୁ ମିଛ ମୋ ପାଇଁ,

ଅଜଣା ଭୁଲର ଦଣ୍ଡ ଦେଇଚାଲିଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ