Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

3  

Sunanda Mohanty

Others

ଅନୁତାପ

ଅନୁତାପ

1 min
242


ମଣିଷକୁ ମୁକ୍ତି ଦରକାର 

ମଣିଷକୁ ନିଷ୍କୃତି ପାପରୁ ବି 

ପୁଣି ଇଚ୍ଛା ମୋକ୍ଷ ପାଇବାକୁ 

ତ କେବଳ ଅନୁତାପ ଯଥେଷ୍ଟ 

ତା ମାନେ ନୁହେଁ ଗୋଇଠା ମାରି 

ମୁଣ୍ଡିଆ ମାରିବା ବା ବିଷ୍ଣୁ କହିବା 

ପଶ୍ଚାତାପ ଅନୁତାପ ପୂର୍ବରୁ 

ଭାବିନେବା ଦରକାର ଶହେ ଥର 

ଭଲ କେତେ ମନ୍ଦ କେତେ 

ଆଗକୁ ଚାରିହାତ ତ ପଛକୁ ପାଞ୍ଚହାତ 

ତା ପରେ ବି ଭୁଲରୁ ଭୁଲକୁ ସୁଧାରିବାକୁ 

ହୁଏତ ଅନୁତାପ ଏକମାତ୍ର ଅସ୍ତ୍ର l


Rate this content
Log in