STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଅନୁତାପ ର ଅନଳ

ଅନୁତାପ ର ଅନଳ

1 min
119

ମଣିଷ ମାତ୍ରକେ ତାର ଭୂଲ ହେବ

ଆମେ ତ ଏଇ ଏଇ ଛୋଟ ଛୋଟ ଭୂଲରୁ ଶିଖୁ

ନିଜକୁ ଭଲ ମଣିଷରେ ବଦଳେଇ ପାରୁ

ଯେ ନିଜ ଦୋଷ ପାଇଁ ଅନୁତପର ଅଶ୍ରୁ ଝରାଏ

ତାକୁ କ୍ଷମା ଦେଇ

ଆମ ମହନୀୟତାର ପରିଚୟ ଦେଉ।

କାହାକୁ ଆଙ୍ଗୁଳି ଦେଖେଇବା ଆଗ୍ରରୁ ତୁମ ଆଡ଼କୁ ଉଠିବ

ଅନୁତାପ ଲୁହରେ ଜଳି ଜଳି ଯେ ଦଗ୍ଧ

ତା ଅନ୍ତର ଗଙ୍ଗା ଜଳ ପରି ସ୍ୱଚ୍ଛ

ହେଇଯାଏ।

ଯିଏ ନିଜ ଦୋଷ ସ୍ୱୀକାର କରେନି

ସେ ନିଶ୍ଚୟ ଭାଗ୍ୟ ଦୁଆରେ ଦଣ୍ଡ ପାଏ।

ଯେମିତି କୌରବ ଵଂଶ ନଷ୍ଟ ହେଇଗଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍