STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ଅନୁପସ୍ଥିତି

ଅନୁପସ୍ଥିତି

1 min
214

ଏଇ ଦେଖ ! 

ସରସୀରେ ପଦ୍ମ

ସମୀର ସହ ଖେଳୁଛି...

ସୂର୍ଯ୍ୟ କ'ଣ କେବେ ପଚାରିଛି

କାହିଁକି...??????

ଭଅଁର କଇଁକୁ

ମଧୁର ସ୍ପର୍ଶ ଦେଉଛି...

ଜହ୍ନ କ'ଣ ପ୍ରଶ୍ନ କରିଛି

କାହିଁକି...???????

ଯଦି କେବେ ପ୍ରଶ୍ନ ଉଠିଛି...

ଉତ୍ତର ମିଳିଯାଇଛି,

ତୁମର ଦୂରରେ ଅବସ୍ଥିତି

କେବେ କରିପାରିବ କି ତୃପ୍ତି ;

ନା ଦେଇପାରିବ ଶାନ୍ତି...

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍