STORYMIRROR

Liza Senapati

Others

2  

Liza Senapati

Others

ଅନଲାଇନ ଶିକ୍ଷା

ଅନଲାଇନ ଶିକ୍ଷା

1 min
112

କି ଯୁଗ ହେଲା।

ଶିକ୍ଷା ଶିକ୍ଷକ ବିନା ।

ଛାତ୍ର ଶିକ୍ଷିତ ହେଲେ ବିଦ୍ୟାଳୟ କାଇଁ।

ଶିକ୍ଷାର ନାଁ ଅନଲାଇନ ଶିକ୍ଷା।

ଗୁରୁଦିବସ ଗୁରୁଜୀଙ୍କ ବିନା।

ଶିକ୍ଷା ସାଙ୍ଗରେ ଯିଏ ସଂସ୍କାର ଦିଏ

ସେ ଆମର ପୂଜ୍ୟ ଗୁରୁଜୀ,

ଏବେ ତ ଆମ ଗୁରୁ ଆମ ମୋବାଇଲ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ