STORYMIRROR

Pramod Kumar Jena

Others

1  

Pramod Kumar Jena

Others

ଅଙ୍କା ବଙ୍କା

ଅଙ୍କା ବଙ୍କା

1 min
566


ଅଙ୍କା ବଙ୍କା କଥା ଲେଖିକି କୀଳା

କୁଆଡର ପାଣି କୁଆଡେ ଗଲା

ଅଧାରୁ ଅଧିକା ଓଲଟା ବୁଝିଲେ

ସମ୍ପର୍କରେ ଏବେ ପଡୁଛି ତାଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍