STORYMIRROR

Pramod Kumar Jena

Others

2  

Pramod Kumar Jena

Others

ଅଙ୍କା ବଙ୍କା - 143

ଅଙ୍କା ବଙ୍କା - 143

1 min
13.3K


ଘର କୁତ୍ତା ସାଙ୍ଗେ               ଚଟା ଚଟି କଲେ

ନ ଲାଗଇ ମନେ ଭୀତି

ଜେଜେ ଜେଜୀ ସାଙ୍ଗେ         ପୀରତି ବାନ୍ଧିଲେ

(ଏବେ) ବାପା ମାଆ ଆକଟନ୍ତି

ପ୍ରମୋଦ କୁମାର ଜେନା ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍