STORYMIRROR

Pramod Kumar Jena

Others

2  

Pramod Kumar Jena

Others

ଅଙ୍କା ବଙ୍କା - 131

ଅଙ୍କା ବଙ୍କା - 131

1 min
14.1K


କଲମରେ ସିନା        କାଳି ଶୋଭା ପାଏ

କଳଙ୍କ ବୋଳିବ ନାହିଁ

ପଙ୍କ ମଧ୍ୟେ ଥାଇ          ପଙ୍କଜ ଫୁଟିଲେ

ଜଗତ ଦେଖିବ ରହି

ପ୍ରମୋଦ କୁମାର ଜେନା©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍