Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

2  

Akshayakumar Dash

Others

ଅଙ୍କ କସା

ଅଙ୍କ କସା

1 min
157


ଚାଲିଛି ଅଙ୍କ କସା

ଜିତିବାକୁ ଦଂଭୋକ୍ତି

ଲୋକମାନେ ଦେଖୁଛନ୍ତି

ଗାଦି ମାଡିବସିବାକୁ

କେତେ କଳ୍ପନା ଜଳ୍ପନା

ହିସାବକିତାବ କରୁଛନ୍ତି ଗାଁରୁ

ନିଵାଚନ ମଣ୍ଡଳୀ ନଅ ସହ ନାଉ

ସୁନଜାଙ୍କ ଡାମରା ନେଇ ଯିବାକୁ

ନଅ ରହିବାକୁ ଆଶଙ୍କାରେ ।

ଏମାନେ ଜନତାଙ୍କ ଟଙ୍କାରେ ନେତା

ଥରେ ଜିତିଗଲେ ଭାବନ୍ତି ଦେବତା

କାମ ବେଳେ ଅଭିନେତା ।

ଜମି, ଭୂମି, ବାଲି, ପଥର ବି ଗିଳି

ସବାଖିଆ ଡାହାଣୀ ରଙ୍କୁଣୀ

ଥାନା, ଖାନା , ବାନା ହାତ ଖେଳନା

କୁଟ କପଟ ଭିତରେ

ପାଞ୍ଚ ବର୍ଷ ବିତିଯାଏ ବେଳ ।


Rate this content
Log in