STORYMIRROR

Reeta aparajeeta Mohanty

Others

2  

Reeta aparajeeta Mohanty

Others

ଅନାମିକା -୨ ରୀତା ଅପରାଜିତା

ଅନାମିକା -୨ ରୀତା ଅପରାଜିତା

1 min
105

ଅନେକ ନୀରବତାରୁ ଗୋଟିଏ ସୁନ୍ଦର କଥା ପରି ସେ।

ଚାଳରୁ ଖସୁଥିବା ଟପ ଟପ ମେଘ ବୁନ୍ଦା ପରି ସେ।

ଲକ୍ଷେ ମୋ ଯଂତ୍ରଣାରେ ସେ ଗୋଟିଏ ଅମୋଘ ଔଷଧ ପରି।

ମୋ ଜୀବନ ସିନେମାର ନାୟିକା

ସେଇ ମୋ ପ୍ରେମିକା ଅନାମିକା ------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍