STORYMIRROR

Sujata Routray

Others

3  

Sujata Routray

Others

ଅମଣିଷ

ଅମଣିଷ

1 min
154

ହାତ ଧରି ଯିଏ ଚାଲି ଶିଖାଇଲା ,

ଜ୍ଞାନର ଆଲୋକେ ଆଲୋକିତ କଲା,

ତା ହାତକୁ ଧରି ନିର୍ବୋଧଙ୍କ ପରି ,

ଦାଇତ୍ବରୁ ମୁକ୍ତି ପାଇବା ପାଇଁ ,

ଜରାନିବାସର ଦ୍ବାରସ୍ଥ ଆଜି ସେ,

ଭୁଲିତ ଯାଇଛି ଜନ୍ମଦାତାଙ୍କ ଆଶିଷବାରୀ,

ଦୁଃଖ କଷ୍ଟ ସହି ତାକୁ ଯେ କଲେ ମଣିଷ,

ମଣିଷପଣିଆ ହରାଇ ସେ ଆଜି ଅମଣିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍