STORYMIRROR

Santosh Pattnayak

Others

4  

Santosh Pattnayak

Others

ଅମବାସ୍ୟା

ଅମବାସ୍ୟା

1 min
373

ଅମାବାସ୍ୟା ଅର୍ଥ ଚନ୍ଦ୍ରହୀନ ତିଥି 

   ଘମାଘୋଟ ଅନ୍ଧକାର 

ଏହି ତିଥିଟିରେ ନଥାଏ ତାରାଙ୍କ 

    ସୁଖ ସରାଗ ବେଭାର

     ହିନ୍ଦୁଙ୍କ ଶାସ୍ତ୍ର ବିଚାର 

ବେଳା ନକ୍ଷତ୍ରର ଶୁଭ ଗର୍ଭଧାରେ

    ସନ୍ତାନ କୋଷ୍ଠୀ ବିଚାର 

ଅନ୍ଧବିଶ୍ବାସରେ ଗଢ଼ାଏ ବିଚାର 

     କୁହଇ ବିଜ୍ଞାନ ଯୁଗ 

ଉଆଁସୀ କନ୍ୟାର ଅଳ୍ପେଇସା ବର

     ଅଛି ଢଗର ସମ୍ଭାର ।

   


Rate this content
Log in