STORYMIRROR
ଅଳପ ଅଝଟ
ଅଳପ ଅଝଟ
ଅଳପ ଅଝଟ
ଅଳପ ଅଝଟ
ଅଳପ ଅଝଟ ତା'ର
ଅଳପ ଝଗଡା
ଅଳପ କଥା କହି
ମନେ ଦେଲା ଧରା।
ଅଳପ ପାଖକୁ ଆସି
ଅଳପ ହସିଲା
ଅଳପ ସମୟେ ସିଏ
ହୃଦୟ ଜିତିଲା।
ଅଳପ ଅଳପ କରି
ଅଳପେ କହିଲା
ଅଳପ ଶବଦ ଯୋଡି
ଗଳପ ଲେଖିଲା।
More oriya poem from Tapaswini DashSarangi
Download StoryMirror App