STORYMIRROR

Writer Roja Panda

Others

3  

Writer Roja Panda

Others

ଅଲିଭା ଗୀତି

ଅଲିଭା ଗୀତି

1 min
13.8K


ଅଲିଭା ଗୀତି

ରୋଜା ପଣ୍ଡା


ଆଜି ମୁଁ ଭାବୁଛି ବସି

ମୋର ସେହି ଅତୀତ

ଦିନ ଥିଲା ଥିଲି ତାର

ଜୀବନର ପ୍ରତୀକ


ସେ ଆଜି ଯାଇଛି ଚାଲି

ମତେ କରି ଚକିତ

ପାରୁନି ମୁଁ ଆଜି ଭୁଲି

ତାର ସେହି ଅତୀତ


ତା ପ୍ରତି ମୋ ମନେ ଥିଲା

ଆଶାତୀତ ଭବିଷ୍ୟ

ଦେଲାନି ସେ ମତେ କିଛି

କରିଗଲା ବିସ୍ମିତ


ତାର ସେହି ସ୍ମୃତିଟିକୁ

ରଖିବି ମୁଁ ସାଇତି

ମରିବାଯାଏଁ ସେ ହେବ

ମୋର ସେହି ଅଲିଭା ଗୀତି


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର,ମଧୁପାଟଣା

କଟକ-୭୫୩୦୧୦

Email-roja.saumya@gmail.com



Rate this content
Log in