STORYMIRROR

pranati Mahapatra

Others

4  

pranati Mahapatra

Others

ଐତିହ୍ୟ ସହର ଆମ ପୁରୀ ଜିଲ୍ଲା

ଐତିହ୍ୟ ସହର ଆମ ପୁରୀ ଜିଲ୍ଲା

1 min
48


ଓଡ଼ିଶାର ପୂର୍ବ ଦିଗେ ପୁରୀ ଅବସ୍ଥିତ

ଦୁଇ ଲୋକସଭା ପୁଣି ନାମ ଯେ ଶ୍ରୀକ୍ଷେତ୍ର

ପାଞ୍ଚ ବିଧାନସଭା ଯେ ଓଡ଼ିଆ ଇଂରାଜୀ ଭାଷା

ଭୁବନେଶ୍ୱର ଠାରୁ୬୦କି.ମି ଦୂରେ ଅବସ୍ଥିତ।(୧)


ବର୍ଷସାରା ଜଳବାୟୁ ପ୍ରାୟତଃ ସମାନ

୨୬୪୯୮୮ ହେକ୍ଟର ଅଞ୍ଚଳର ସ୍ଥାନ

କୁଶଭଦ୍ରା ଦୟା ପୁଣି ଭାର୍ଗବୀ ଯେ ନଦୀ

ଚିଲିକା ସରହ୍ରଦ ଯେ ପ୍ରାଚୀ ଦେବୀ ନଦୀ।(୨)


ନାନା ପର୍ଯ୍ୟଟନ ସ୍ଥଳୀ ପୁରି ରହିଅଛି

ଜଗନ୍ନାଥ ଲୋକନାଥ ସାକ୍ଷୀଗୋପାଳ ଅଛି

କୋଣାର୍କ ସୂର୍ଯ୍ୟ ମନ୍ଦିର ପିପିଲି ଚାନ୍ଦୁଆ ଅଛି

ପୁରୀ ବେଳାଭୂମି ଦର୍ଶକ ମନ ମୋହୁ ଅଛି।(୩)


ବାଲିହରଚଣ୍ଡୀ ସାତ ଲହଡ଼ି ମଠ କପିଳେଶ୍ୱର

ମାଣିକପାଟଣା ଧଉଳି ଗୁଣ୍ଡିଚା ମନ୍ଦିର

ସୁନାର ଗୌରାଙ୍ଗ ଦକ୍ଷିଣ କାଳୀ ମନ୍ଦିର

ପଞ୍ଚୁପାଣ୍ଡବ ମନ୍ଦିର ରଘୁରାଜପୁର ରାମଚଣ୍ଡୀ ମନ୍ଦିର।(୪)


କାକଟପୁର ଜାହାନିଆ ଚନ୍ଦ୍ରଭାଗା ସାତପଡ଼ା

ଅଲାରନାଥ କାଳିଆବୁଦା ଓଟାଙ୍ଗ

ସଙ୍ଗୀତ ଓ ନାଟ ଲୋକକଳା ହାତକଳା

ଜଗନ୍ନାଥଙ୍କର ଖଜାପିଠା ପ୍ରସିଦ୍ଧ ପିଠା।(୫)


ଜଗତର ନାଥ ବିଜେ ପରା ଏ ଶ୍ରୀକ୍ଷେତ୍ରେ

ଜଗନ୍ନାଥ ବିଜେ ପୁଣି ଦାରୁବ୍ରହ୍ମ ବେଶେ

ଅଭଡ଼ା ପ୍ରସିଦ୍ଧ ଜାଣ ଶିରିକ୍ଷେତ୍ର ଧାମେ

ଜୟ ଜଗନ୍ନାଥ ସଦା ଶୁଭେ ଯେ ଶ୍ରୀକ୍ଷେତ୍ରେ।(୬)


ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀଜଗନ୍ନାଥ ସଂସ୍କୃତ

ସାମନ୍ତ ଚନ୍ଦ୍ରଶେଖର ଅଭିନ ଚନ୍ଦ୍ର ମେଡ଼ିକାଲ

ଘନଶ୍ୟାମ ହେମଲତା ଗଙ୍ଗାଧର ଆଇନ ବିଦ୍ୟାଳୟ

ଗୋପବନ୍ଧୁ ନିମାପଡା ମଙ୍ଗଳା ପ୍ରାଚୀ ବିଦ୍ୟାଳୟ।(୭)


ବିଶ୍ଵମ୍ବର ପାଞ୍ଚଣା ପ୍ରାଥମିକ ବିଦ୍ୟାଳୟ

ସତ୍ୟନାରାୟଣ ଦେଶବନ୍ଧୁ ସରକାରୀ ବିଦ୍ୟାଳୟ

ପଲ୍ଲୀଛକ ବରିମୁଣ୍ଡ ମଧ୍ୟ ଇଂରାଜୀ ବିଦ୍ୟାଳୟ

କାକଟପୁର ସରକାରୀ ଭାର୍ଗବୀ ଉଚ୍ଚ ବିଦ୍ୟାଳୟ।(୮)


ମହାପ୍ରଭୁ ମୋର କାଳିଆ ସାଆନ୍ତ

ଶ୍ରୀକ୍ଷେତ୍ରରେ ମହାରାଜା,

ଷାଠିଏ ପଉଟି ନିତି ରାନ୍ଧି ବାଢ଼ି

ସୁଖେ ପାଳନ୍ତି ପରଜା।(୯)


ଦ୍ଵିତୀୟ ଶ୍ରୀକ୍ଷେତ୍ର ନାମ ତା'ର ପୁରୀ

ପରିପୂର୍ଣ୍ଣ ସବୁବେଳେ,

ଦୁଃଖ ହରିନେଇ ସୁଖ ଭରି ଦିଅନ୍ତି

ଭକ୍ତଙ୍କୁ ନିଅନ୍ତି କୋଳେ।(୧୦)


ନାମ ତାର କାଳିଆ 

ଅଟେ ବଡ଼ ଛଳିଆ,

ଶ୍ରୀକ୍ଷେତ୍ର ଧାମରେ ବସି

ବୋଲାଏ ନୀଳାଚଳିଆ।

ସିଏ ପରା କାଳିଆ।(୧୧)


 


Rate this content
Log in