STORYMIRROR

ଲିମନ ଦିଦି

Others

2  

ଲିମନ ଦିଦି

Others

ଅଇଁଠା ପତରେ ମନ

ଅଇଁଠା ପତରେ ମନ

1 min
85


ନୁହେଁ ମୁଁ ପଟ୍ଟଶିଷ୍ଯ

ନୁହେଁ ଶ୍ରେଷ୍ଠ ଭକତ

ନୁହେଁ ପରମ ସେବକ

ନୁହେଁ ପାଦପଦ୍ମ ସରି

ନୁହେଁ କେଉଁ ଅଧିକାରୀ

ନୁହେଁ କେଉଁ ସମ୍ପର୍କୀୟ

ନାହିଁ ସେମିତି ପରିଚୟ

ଜାଣିନି କାହିଁକି ପ୍ରତ୍ୟେକ କ୍ଷଣ

ତୋର ଅଇଁଠା ପତରେ ମନ ।            


Rate this content
Log in