Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Others

3  

Debabrata Jena

Others

ଅଗ୍ରଦୂତର ପ୍ରାର୍ଥନା

ଅଗ୍ରଦୂତର ପ୍ରାର୍ଥନା

1 min
1.0K



ଜୀଵନ ନଉକା ବାହୁଛି ମୁଁ ଏକା

ନ ଥାଉ ପଛକେ ସାଥି ଅବା ସଖା ।।


ଚାଲିବାକୁ ହେବ ବାଟ ବହୁ ଦୂର

ହଟାଇ ଅଜ୍ଞାନ-ତମସା ନିଶିର ।।


ଚରେଇବେତିର ମନ୍ତ୍ର ଜପିବି

କର୍ତ୍ତବ୍ୟର ପଥେ ଆଗୁସାର ହେବି ।।


ଲକ୍ଷ୍ୟ ଭ୍ରଷ୍ଟ କେବେ ହେବିନି ସହଜେ

ଆସୁ ଦୁଃଖ, ଅବା ଝଡ଼ ମୋ ରାଇଜେ ।।


ଅସମ୍ଭବ-ବଳୟକୁ ପାର କରି

ବଜାଇବି ମୁହିଁ ବିଜୟର ଭେରୀ ।।


Rate this content
Log in