STORYMIRROR

Bhakta Charan Sunani

Others

3  

Bhakta Charan Sunani

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
227

ଦିନେ ଅଚିହ୍ନା ମଣିଷ ବି

ଚିହ୍ନା ହୋଇଯାଏ

ଚାଲୁ ଚାଲୁ ବାଟରେ

ଦେଖାହେଲେ କେଉଁ ଅଦେଖା ମୁହୂର୍ତ୍ତରେ

କଥା ହେଲେ

ମନ ସାଥେ ମନ ମିଶିଗଲେ

ନିଜଠୁ ବି ଅଧିକ ନିଜର ଲାଗେ

ନିଜଠୁ ବି ଅଧିକ ବିଶ୍ବାସୀ ଲାଗେ

ସଂପର୍କର

ବନ୍ଧୁତାର

ଫୁଲ ବଗିଚାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍