STORYMIRROR

PUSPALATA SAHOO

Children Stories

3  

PUSPALATA SAHOO

Children Stories

ଅଭୁଲା ସେ ମୁହୂର୍ତ୍ତ କିଛି

ଅଭୁଲା ସେ ମୁହୂର୍ତ୍ତ କିଛି

1 min
138

ଅଭୁଲା ସେ ଅତୀତର ସ୍ମୃତି 

ଗାଁ ଚାଟଶାଳୀ ଭାଗବତ ଘର 

ଅବଧାନଙ୍କର ବେତ ପାହାର 

ସାଙ୍ଗ ସାଥୀ ମେଳ ବାଗୁଡ଼ି ଖେଳ 

ଆମ୍ବ ତୋଟା ମୂଳ ପୋଖରୀ କୁଳ 

ଗୁଡ଼ି କଟାକଟି ଗୁଲି ଆଉ ଖଟି 

ଚଗଲା ମାଧିଆ ଆଉ ନଟିଆ 

ଗାଁ ଝିଅ ପଛେ ନିତି ଧାଁଆନ୍ତି

ଗାଁ ଚଉତରା ନାଟକ ପାଲା 

ଦାସକାଠିଆକୁ ଜୁହାର ଭଲା 

ହଜିଛି ସଂସ୍କୃତି ଚାଲି ଚଳଣି 

ତଥାପି ଅଭୁଲା ତାର କାହାଣୀ 

ଅତୀତ ମାନସ ମନ୍ଥନ କରି 

ବୁଝାଉଛି ଆଜି ମନ ମୋହରି 

ପିଲା ଦିନ କଥା ଅଭୁଲା ସତେ 

ଆଣିଦେବ ଆଉ କିଏ ସେ ମୋତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍