Sujata Routray
Others
ଜୀବନର ପ୍ରବହମାନ ଶ୍ରୋତରେ ,
ଭାସିଚାଲିଥିବା ମଣିଷଟି,
ବାରମ୍ବାର ଦ୍ବନ୍ଦରେ ପଡିଯାଏ ,
ତା ପାଇଁ ସଠିକ୍ କେଉଁଟି ।
ଭୁଲିଯାଏ ବାସ୍ତବରେ ତା'ର
ଆତ୍ମସନ୍ତୋଷ କେଉଁଥିରେ,
ଭୁଲିଯାଏ ତା'ର ଋଚି ,
ବାଂଧି ହୋଇଯାଏ ଗତାନୁଗତିକ,
କର୍ମଶାଳାରେ ।
ଅପରିଚିତ
ନବବର୍ଷ
ବିଦାୟୀ ବର୍ଷ
ଶ୍ରଦ୍ଧାଞ୍ଜଳୀ
ସ୍ବପ୍ନର ଭାରତ
ଫେରିଆସ ବାପୁ
ଧୈର୍ୟ୍ଯ
ଡାଲଖାଇ
ପ୍ରାଣଦାତ୍ରୀ
ଘୋଷ ଯାତ୍ରା