STORYMIRROR

Prakash Sahoo

Others

2  

Prakash Sahoo

Others

ଆସିଲାଣି ରଜ

ଆସିଲାଣି ରଜ

1 min
3.4K


ସରିଗଲା ଗ୍ରୀଷ୍ମ ଛୁଟି ଶେଷ ହେଲା ମଉଜ

ଡାକ ଦେଲାଣି ବର୍ଷା ରାଣୀ ଆସିଲାଣି ରଜ

ନୂଆ ଶାଢ଼ୀ ପିନ୍ଧି କୁଆଁରୀ ହେଲାଣି ସଜବାଜ

ଆମ୍ବ ,ପଣସ,ଜାମୁରେ ବାସିଲାଣି ରାଇଜ

ତାସ ଖେଳ ଲୁଡୁ ଖେଳ ଖେଳ ରଜ ଦୋଳି

ବର୍ଷରେ ଥରେ ଆସେ ଏହି ପର୍ବର ପାଳି

ପାନ ଖାଅ ଗୁଆ ଖାଅ ପାଟିକୁ କର ନାଲି

ଦିନଟି ବିତୁ ଖାଲି ଗାଁ ଦାଣ୍ଡରେ ବୁଲିବୁଲି

ସାଙ୍ଗ ସାଥିରେ ମାମୁଁ ଘରକୁ ବୁଲି ଆସ

ପୋଡ଼ ପିଠା ଖାଇ ରଜ ଦୋଳିରେ ବସ….

ରଜ ଉପଲକ୍ଷେ ସମସ୍ତ ଙ୍କୁ ଅଭିନନ୍ଦନ

ପ୍ରକାଶ ସାହୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍