STORYMIRROR

Sukanti Hotta

Others

3  

Sukanti Hotta

Others

ଆଶ୍ରୟର ସ୍ଥଳ

ଆଶ୍ରୟର ସ୍ଥଳ

1 min
208

ଝାଟିମାଟି ହେଉ କିମ୍ବା କୋଠା ବାଡ଼ି

ଅଟଇ ପରା ସେ ଆଶ୍ରୟର ସ୍ଥଳ

ସ୍ନେହ ପ୍ରେମ ତ୍ୟାଗ ଦୁଃଖ ସୁଖର

ଆରମ୍ଭ ହୁଏ ଜୀବନର ଖେଳ l


ଖରା ବରଷା ଶୀତ କାକରକୁ

ଭୟ ଜମା ରହେ ନାହିଁ

ସାରା ଦିନର ଥକା ଦୂର ହୁଏ

ସ୍ୱର୍ଗ ସମ ଅଟେ ସେହି l


ସଂସ୍କୃତି ସଂସ୍କାର ଆଚାର ବ୍ୟବହାର

ଭର ପୁର ରହିଥାଏ

ହିଂସା ଦ୍ୱେଷ ଭୂଲି ସମସ୍ତେ ରହିଲେ

ବୈକୁଣ୍ଠ ସମ ହୁଏ l



Rate this content
Log in