STORYMIRROR

ASWINI DASH

Others

2  

ASWINI DASH

Others

ଆଶ୍ଚର୍ଯ୍ୟ

ଆଶ୍ଚର୍ଯ୍ୟ

1 min
13.7K


ସବୁ ଦିନ ପରି ଆଜି

କିଛି କରିବାକୁ ହେବ,

କାହାକୁ ବି ସାମ୍ନା କରିହେବ ହଠାତ୍ ,

ନୂଆ ବର୍ଷ କିଛି ପରିବର୍ତ୍ତନ

ନେଇ ଆସିପାରେ !

ଆକାଶ କାଲି ପରି ନୀଳ

ପତ୍ରର ରଂଗ ସବୁଜ

ଆଜି କ'ଣ ଘଟିପାରେ

କାହାକୁ ବି ଜଣା ନାହିଁ ।

ତଥାପି ଆଗକୁ ବଢନ୍ତି ସେମାନେ

ଅଜାଣତେ ନାଚି, ଗୀତ ଗାଇ

ମତୁଆଲା ହେଇ,

ଆଜି ଯେମିତି କେହି

ମରିବାକୁ ନାହିଁ,

କୁଆ କୁଆ କାନ୍ଦିବାର ନାହିଁ ।


Rate this content
Log in