ଆଶା
ଆଶା
ଆଶା କୁହେଳିକା....
ଆଶା ପ୍ରହେଳିକା......
ଆଶା ସମୁଦ୍ର ତରଙ୍ଗ.....
ଆଶା ଦିଏ ଧକ୍କା.....
ଆଶା ମରୀଚିକା.....
ଆଶା ଜୀବନର ପଳାସ ପୁଷ୍ପ...
ଆଶା ଇନ୍ଦ୍ରଜାଲ....
ଆଶା ମହାକାଳ.....
ଆଶା ଅନ୍ଧାରର ନିର୍ଭୁତ କୋଠରୀ....
କିନ୍ତୁ ଆଶା ବୈତରଣୀ............
ଆଶା ଅନ୍ଧର ଜ୍ୟୋତି...
ବୃଦ୍ଧର ନାତି.....
ଜୀବନର ଉଜ୍ୱଳ ପ୍ରଦୀପ ......
ଆଶା ମନର ଦରବାନ.....
ଉଚ୍ଚର ସୋପାନ....
ଜୀବନର ସୁନେଲି ସ୍ବପ୍ନ....
ଆଶା ଦରିଦ୍ରର ଅମୁଲ୍ୟ ପସରା.....
ଭକ୍ତର ଜ୍ୟୋତି ରୂପ ତାରା....
ଜ୍ଞାନୀର ଶାସ୍ତ୍ର ରୂପ ହୀରା....
ଆଶା ଭୁଲିଯାଏ ସମସ୍ତ ଯନ୍ତ୍ରଣା....
ନୁହେ ଶକୁନିର ମିଥ୍ୟା ପ୍ରତାରଣା.....
ଆଶା ମନ୍ଦିରର ସୁନ୍ଦର ମୂରତି....
ଆଶା ଶାନ୍ତିର ସୁନ୍ଦର କପୋତ.....
ଜୀବନର କୋଠର ଶପଥ.....
ଆଶା ପୃଥିବୀର ଅହିଁସାର ଦୂତ l
ସୁକାନ୍ତି ହୋତା
ତାଳଚେର
7008819476
