STORYMIRROR

Manasmita Das

Children Stories Drama Children

3  

Manasmita Das

Children Stories Drama Children

ଆସ ଆମେ ସବୁ ପାଠପଢିବା

ଆସ ଆମେ ସବୁ ପାଠପଢିବା

1 min
255


ଆସ  ଆମେ  ସବୁ ପାଠ  ପଢିବା

ପାଠ ପଢି ଆମେ ସ୍ବାକ୍ଷର  ହେବା ।


ସ୍ବାକ୍ଷର ହୋଇ ଆମେ  ଡାକ୍ତର  ହେବା

ଡାକ୍ତର ହୋଇ  ରୋଗୀ ସେବା  କରିବା ।


ଆସ ଆମେ ସବୁ ପାଠ  ପଢିବା

ପାଠ ପଢି ଆମେ ଶିକ୍ଷକ ହେବା ।


ଶିକ୍ଷକ ହୋଇ ଆମେ  ସୁମଣିଷ ଗଢିବା

ସୁମଣିଷ ହୋଇ  ସ୍ବଚ୍ଛ  ଭାରତ  ଗଢିବା ।


ଆସ  ଆମେ  ସବୁ  ପାଠ ପଢିବା

ପାଠ ପଢି ଆମେ ସୈନିକ ହେବା ।


ସୈନିକହୋଇ ଆମେ ଦେଶ ସେବା କରିବା

ଦେଶସେବା  କରିକି  ଆମେ ସହିଦ୍ ହେବା ।


        



Rate this content
Log in