ଆମେ ଯେବେ ଛୋଟ ଥିଲୁ
ଆମେ ଯେବେ ଛୋଟ ଥିଲୁ
1 min
131
ଆମେ ଯେବେ ଛୋଟ ଥିଲୁ
ତୋ କଣ୍ଢେଇ ରାଜା
ମୋ କଣ୍ଡେଇ ରାଣୀ
ତୋର ମୋର ସେ ଷଢେଇରେ
ମିଛ ମିଛ ରୋଷେଇ ତୋର ବି ମନେପଡେ
ନା ମକର
କେଜାଣି ମୋର ସବୁ କଥା ଗୋଟି ଗୋଟି କ୍ରରି ମନେଦେ
ହେଲେ ଅତୀତ ହାତରେ ଧରା ଦିଏନି
ସବୁବେଳେ ମନେପଡେ
କେବେ ହସାଏ କେବେ କନ୍ଦାଏ
ସେଇ ପିଲାଦିନ ଫେରନ୍ତା କି ଥରଟେ ପାଇଁ।
