STORYMIRROR

Raja Sekhar CH V

Others

3  

Raja Sekhar CH V

Others

ଆମ୍ବ ମେଳା

ଆମ୍ବ ମେଳା

1 min
281


ଆମ୍ବମେଳା କୁ ଆସନ୍ତୁ ବୁଲିଯିବା,

ବର୍ଷକୁ ଥରକ ଯାହା ବୁଲିଯିବା,

କେଶରୀ ଦଶେରୀ ସୁନ୍ଦରୀ ଚାଖିବା,

ରସାଳ ଆମ୍ବ ଖାଇ ଅନ୍ୟ ଫଳ ଭୁଲିବା |୧|


ଆମ୍ରପାଲି ମଲ୍ଲିକା ହିମସାଗରର ମିଠା ସ୍ୱାଦ,

ଲେଙ୍ଗଡା ସୁବର୍ଣ୍ଣରେଖା ଆଖୁରସର ସୁସ୍ଵାଦ,

ବାଇଗଣପଲ୍ଲୀ ନୀଳମ ବାଦାମୀର ଅଦ୍ଭୁତ ସ୍ୱାଦ,

ଏହା ସବୁ ଖାଇବା ପାଇଁ ପରିଜନଙ୍କର ଯେ ବାଦ |୨|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍