STORYMIRROR

Akankshyamayee Dash

Others

2  

Akankshyamayee Dash

Others

ଆମ ଗାଁ ରେ ସନ୍ଧ୍ୟା

ଆମ ଗାଁ ରେ ସନ୍ଧ୍ୟା

1 min
155

ଗାଁ ମୁଣ୍ଡ ରେ ଶିବ ମନ୍ଦିର ଶୁଭଇ ଶଙ୍ଖ ଭେରି 

ଗୋଧୂଳି ଲଗ୍ନେ ଫେରନ୍ତି ଗାଈ ଉଡ଼ାଇ ଧୂଳି ବାଲି

ପାହାଡ଼ କୋଳେ ସୁରୁ ଜ ଦେ ବ ଯାଆନ୍ତି ଅସ୍ତ ହୋଇ

ପକ୍ଷୀ କାକଳି ଗୀତା ର ସ୍ୱର ସଞ୍ଜ ଆସଇ ନେଇ 

ପଶ୍ଚିମ ଆକାଶେ ବିବର୍ଣ୍ଣ। ଦିଶେ ଚୁଟେ ରକ୍ତିମ ଆଭା 

ମୃଦୁ ମଳୟ ଆରେ ଅଥୟ ଅତୀବ ମନଲୋଭା

ଚାଷୀ ଭାଇ ଟି ଘର କୁ ଫେରିଲେ 

କୋଦାଳ ହାତେ ନେଇ 

ବାଡି ବଗିଚା ରେ ନାନା ମନ ରୋମ ଦୃଶ୍ୟ 

ଦିଶନ୍ତି ଆଭାସ ର ଭାଷ୍ୟ 

ତିନି ଖେତ ରେ ସବୁଜ ବନ ବିଲ 

ପାହାନ୍ତିଆ ପହରୁ ଲୋକେ କରନ୍ତି କୋଳାହଳ 

ସଞ୍ଜ ସମୟେ ଗୁହାଳ କୁ ଗୋରୁ ଫେରନ୍ତି ରଡ଼ି ରଡ଼ି 

ସେହି ସମୟ ଝିଟା ମାଟି ଗାଁ ର ଆକର୍ଷଣୀୟ ଦୃଶ୍ୟ ମନେ ପଡେ ଭାଇ ସତେ !

ଆହା ମନେ ପଡେ ଭାଇ ସତେ 

ସନ୍ଧ୍ୟା ଆସଇ ନଇ ନଇ ।।


Rate this content
Log in