STORYMIRROR

Sunanda Mohanty

Others

3  

Sunanda Mohanty

Others

ଆଇନା

ଆଇନା

1 min
11.8K


ସାତ ଋତୁ ପରି 

ମନ ବଦଳେ 

ସାତ ଋତୁ ପରି 

ପରିବେଶ ବଦଳେ 

ସାତଋତୁ ପରି 

ରଙ୍ଗ ବଦଳେ 

କଣ ବଦଳେ ନାହିଁ 

ଯଦି କହେ କିଏ 

ବୋଧହୁଏ ରାମାୟଣ 

ଓ ମହାଭାରତ 

ବୋଧହୁଏ ବେଦ 

ଆଉ ଉପନିଷଦ 

ବୋଧହୁଏ ଗୀତା 

ଆଉ ଭାଗବତ 

ତମେ ଯଦି କହିବ ସମୟ 

ବଦଳେ ନିଶ୍ଚୟ 

ତମେ ଯଦି କହିବ ଦର୍ପଣ 

ବଦଳାଏ ସୁନିଶ୍ଚୟ 

ଆଉ କିଏ କହେକି 

ସବୁ ବଦଳି ଗଲାଣି 

ଯେତେ ଲୁଚେଇଲେ 

ସେଇତ ଧରେଇଦିଏ 

ସମୟ ବୟସ ସବୁ 

ସ୍ପଷ୍ଟ ସ୍ବଛ ଭାବରେ 

ଆଉ ଜଗନ୍ନାଥ 

ସେ ବି ବଦଳିଛନ୍ତି 

କେବେ ରାମ କେବେ କୃଷ୍ଣ 

ତମେ କୁହ 

ମିଛ ନା ସତ.


Rate this content
Log in