STORYMIRROR

Akshayakumar Dash

Others

2  

Akshayakumar Dash

Others

ଆଦିମ ପ୍ରବୃତ୍ତି

ଆଦିମ ପ୍ରବୃତ୍ତି

1 min
125

ଦେହରେ ଭୋକ

ରୋଗ ଭୋଗ ସୁଖ ଦୁଃଖ ର ଶରୀର

ପତଙ୍ଗ ଆଲୁଅକୁ ଦେଖି ଝାମ୍ପ ଦିଏ

ଭ୍ରମର ଚୁମିଯାଏ ଫୁଲକୁ

ମେଘ ଦେଖିଲେ ନାଚେ ମୟୂର

କାମନାର ବିନାଶ ହୁଏନି

ବାସନାର ଜୌଉଘରେ ବର୍ହ୍ନି

ଅଶ୍ୱ ଯାଙ୍କ ପ୍ରସ୍ତୁତ ରଣରେ

ଜୟ କି ପରାଜୟ

ଶୋଚନା ବି ନାହିଁ।

ପ୍ରସ୍ଫୁଟିତ ଫୁଲପରି

ପ୍ରସ୍ତୁତ ପ୍ରବୃତ୍ତି

ଯୋଗୀ ଋଷି ତପି ରୋଗୀ ଭୋଗୀ

ପ୍ରସ୍ତୁତ ପରିସ୍ଥିତି ପାଇଁ

ଶରୀରର ଆବେଗ କୁ

ଶାନ୍ତ କରିବାକୁ

ନିବୃତିରୁ ପବୃତ୍ତି ପଥକୁ

ରମ୍ଭା ଶକୁନ୍ତଳା କଂ ସାନିଧ୍ୟ

ବିଶ୍ଵାମିତ୍ର ବିଚରା

ରାତ୍ରି କାଳେ ଆସର ଯମାନ୍ତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash