STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଆଧୁନିକ ମଣିଷ ଓ ଯନ୍ତ୍ରପାତି -ରୀତା

ଆଧୁନିକ ମଣିଷ ଓ ଯନ୍ତ୍ରପାତି -ରୀତା

1 min
272

ସମୟ ଅନୁସାରେ ସବୁ ବଦଳି ଗଲାଣି

ଦିନ ଥିଲା

କେବଳ କାଠ ଜାଳି ଲୋକ କରୁଥିଲେ ରୋଷେଇ

କେତେ ଧୂଆଁ

ସେ ଫୁଙ୍କ ନଳା ରେ ଫୁଙ୍କି ଫୁଙ୍କି

କାଶ କେତେ ଲାଗୁଥିଲା

ଏବେ ସମୟ ଗଲାଣି ବଦଳି

ଆମ ରୋଷେଇ ଘରେ ଗ୍ୟାସ ଆଦିଗଲାଣି

ଏବେ ରାନ୍ଧିବା ଗୋଟିଏ ସୁଖଦ ଅନୁଭୂତି।

ତେଣୁ ଏଇ ଯନ୍ତ୍ର ଦ୍ୱାରା ଆମ ଜୀବନ ସହଜ ବି ହେଇଛି।

ଫୋନ ବ୍ୟବହାର ଦ୍ୱାରା ଭାବ ଆଦାନ ସରଳ ହେଇଛି।

କିନ୍ତୁ ଅତି ମାତ୍ରେ ଏଇ ସବୁ ଯନ୍ତ୍ର ବ୍ୟବହାର ଦ୍ୱାରା

ଆମେ ଦିନକୁ ଦିନ କର୍ମକୁଣ୍ଠ ହେବlକୁ ଲାଗୁଛୁ।

ଶାରୀରିକ ପରିଶ୍ରମ ଅଭାବରୁ ଅଭିସିଟି

ଓ ମଧୁମେହ ପରି ରୋଗ ମାଡିବସିଲାଣି

ଯନ୍ତ୍ରପାତି କୁ ମଣିଷ ଅତ୍ୟଧିକ ନ କରି

ସବୁ କାମରେ ତାଳ ମେଳ ରଖିଲେ

ଜୀବନ ଜୀଇଁବା ସହଜ ସରଳ ହେବ ରୋଗ ବି ଗ୍ରlସିଵ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍