ମୁଁ ପଢିବାକୁ ଓ ଲେଖିବାକୁ ଭଲପାଏ । g poems
ବହୁଜନ୍ମ ତପଫଳେ ଜନମିଛେ ଧରାତଳେ ମାନବ ଜନମ ପୁଣ୍ୟ ଶରୀର ପାଇ । ସେ ଜ୍ଞାନକୁ ଭୁଲିଗଲେ ଆଉ ବା ମିଳିବ... ବହୁଜନ୍ମ ତପଫଳେ ଜନମିଛେ ଧରାତଳେ ମାନବ ଜନମ ପୁଣ୍ୟ ଶରୀର ପାଇ । ସେ ଜ୍ଞାନକୁ ଭୁଲିଗଲେ ଆ...
ଇନ୍ଦ୍ରିରୂପୀ ଘୋଡ଼ା ସ୍ଥିର ରଖିବାକୁ ଟାଣିରଖ ମନ ଦଉଡି ସଖୀ । ନହେଲେ ସେମାନେ ଦେହରୂପୀ ରଥ ଭୂମିରେ ଲୋଟାଇ ଦ... ଇନ୍ଦ୍ରିରୂପୀ ଘୋଡ଼ା ସ୍ଥିର ରଖିବାକୁ ଟାଣିରଖ ମନ ଦଉଡି ସଖୀ । ନହେଲେ ସେମାନେ ଦେହରୂପୀ ...
ସଦା ହୃଦୟରେ ସ୍ମରଣ ଥାଆନ୍ତି ପରଂବ୍ରହ୍ମ ବିରାଜିତ ।।୧୦।। ସଦା ହୃଦୟରେ ସ୍ମରଣ ଥାଆନ୍ତି ପରଂବ୍ରହ୍ମ ବିରାଜିତ ।।୧୦।।
ଦୟାଗୁଣେ ତୁମେ ଚାହିଁ ରହିଥାଅ ଭରିକି ସନ୍ତୋଷ ହୃଦରେ ।୧୦।। ଦୟାଗୁଣେ ତୁମେ ଚାହିଁ ରହିଥାଅ ଭରିକି ସନ୍ତୋଷ ହୃଦରେ ।୧୦।।
ସଖୀ-୨ ସଖୀ-୨
ଅଦୃଶ୍ୟ ସତ୍ତାକେ ଏ ଇହ ସଂସାରେ କରିଅଛି ଆବିର୍ଭୂତା ।। ଅଦୃଶ୍ୟ ସତ୍ତାକେ ଏ ଇହ ସଂସାରେ କରିଅଛି ଆବିର୍ଭୂତା ।।
ଦୟା କ୍ଷମା ଶ୍ରଦ୍ଧା ପ୍ରେମ ଭକ୍ତି ତ୍ୟାଗ ଆପଣେଇ ନେଇ ଜନ । ଖୁସିରେ ବଞ୍ଚନ୍ତା ଅମୃତ ମାନବ ସୁସ୍ଥ ଦୀର୍ଘାୟୁ... ଦୟା କ୍ଷମା ଶ୍ରଦ୍ଧା ପ୍ରେମ ଭକ୍ତି ତ୍ୟାଗ ଆପଣେଇ ନେଇ ଜନ । ଖୁସିରେ ବଞ୍ଚନ୍ତା ଅମୃତ ମା...
ମଣିଷ ମାନେନି ବିଧିବିଧାନ । ଆହାରେ ବିହାରେ ଅସାବଧାନ ମଣିଷ ମାନେନି ବିଧିବିଧାନ । ଆହାରେ ବିହାରେ ଅସାବଧାନ
କରିବାର ଇଚ୍ଛା ଥାଏ ଯଦି ଦୃଢ ଡରକୁ ଡରିବା ଅଟଇଟି ମୂଢ କରିବାର ଇଚ୍ଛା ଥାଏ ଯଦି ଦୃଢ ଡରକୁ ଡରିବା ଅଟଇଟି ମୂଢ
ସବୁ ଆଶା ତେଜି ମନେ ଏକ ଭଜି କରିଅଛି ଯଦି ତ୍ରୁଟି ମାର ଅବା ତାର ଅନ୍ୟେ ନାହିଁ ବାଞ୍ଛା ଯିବିନାହିଁ ... ସବୁ ଆଶା ତେଜି ମନେ ଏକ ଭଜି କରିଅଛି ଯଦି ତ୍ରୁଟି ମାର ଅବା ତାର ଅନ୍ୟେ ନାହିଁ ବାଞ୍ଛା ...