@sxrws4lx

Yudhisthira Lenka
Literary Colonel
314
Posts
10
Followers
16
Following

ମୁଁ ପଢିବାକୁ ଓ ଲେଖିବାକୁ ଭଲପାଏ । g poems

Share with friends
Earned badges
See all

Submitted on 07 Mar, 2021 at 08:17 AM

ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ । ଯୁଧିଷ୍ଠିର

Submitted on 07 Mar, 2021 at 08:17 AM

ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ । ଯୁଧିଷ୍ଠିର

Submitted on 07 Mar, 2021 at 08:17 AM

ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ । ଯୁଧିଷ୍ଠିର

Submitted on 09 Jan, 2021 at 06:55 AM

ମଣିଷର ବିବଶତା ସଂସାରରେ ଦେଖ ଦୁଇଟି ବିଷୟ ଅଟେ ସୁଖ ଆଉ ଦୁଃଖ କରିପାରେନି ସେ କେବେ ଦୁଃଖକୁ ବିକ୍ରୟ ନା କଦାପି ସିଏ କରିପାରେ ସୁଖ କ୍ରୟ ଯୁଧିଷ୍ଠିର

Submitted on 24 Dec, 2020 at 15:58 PM

ସମାଜକୁ ଦ୍ରୁତ ପରିବର୍ତ୍ତନ କରିବାକୁ ହେଲେ ବିଶ୍ୱର ନାରୀମାନଙ୍କୁ ସମବେତ କରିବାକୁ ହେବ । ଯୁଧିଷ୍ଠିର

Submitted on 24 Dec, 2020 at 15:44 PM

ସ୍ୱାଧୀନତା ସେପର୍ଯ୍ୟନ୍ତ ହାସଲ କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ନାରୀମାନେ ସବୁପ୍ରକାର ନିର୍ଯ୍ୟାତନାରୁ ମୁକ୍ତି ପାଇପାରିନାହାଁନ୍ତି । ଯୁଧିଷ୍ଠିର

Submitted on 24 Dec, 2020 at 15:29 PM

ସ୍ୱପ୍ନମାନଙ୍କ ସହିତ ଛୋଟ ଝିଅମାନେ ଉଚ୍ଚ ଦୃଷ୍ଟିଶକ୍ତିସମ୍ପନ୍ନ ନାରୀ ହୁଅନ୍ତି । ଯୁଧିଷ୍ଠିର

Submitted on 23 Dec, 2020 at 16:24 PM

ସ୍ୱାର୍ଥପରତା ମଣିଷ ଜାତିର ସବୁଠାରୁ ବଡ ଅଭିଶାପ । ଯୁଧିଷ୍ଠିର

Submitted on 22 Dec, 2020 at 17:00 PM

ଶିଶୁମାନଙ୍କର ଅତୀତ କିମ୍ବା ଭବିଷ୍ୟତ ନଥାଏ ।ସେମାନେ କେବଳ ବର୍ତ୍ତମାନ ଉପଭୋଗ କରନ୍ତି, ଯାହା ଆମ୍ଭମାନଙ୍କ ମଧ୍ୟରୁ ବହୁତ କମ୍ କରନ୍ତି । ଯୁଧିଷ୍ଠିର


Feed

Library

Write

Notification

Profile