ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ ।
ଯୁଧିଷ୍ଠିର
ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ ।
ଯୁଧିଷ୍ଠିର
ନିଷ୍ପତ୍ତିର ଏକ ମୁହୂର୍ତ୍ତ ତୁମ ଭାଗ୍ୟର ଆକୃତି ତିଆରି କରିଥାଏ ।
ଯୁଧିଷ୍ଠିର
ମଣିଷର ବିବଶତା ସଂସାରରେ ଦେଖ
ଦୁଇଟି ବିଷୟ ଅଟେ ସୁଖ ଆଉ ଦୁଃଖ
କରିପାରେନି ସେ କେବେ ଦୁଃଖକୁ ବିକ୍ରୟ
ନା କଦାପି ସିଏ କରିପାରେ ସୁଖ କ୍ରୟ
ଯୁଧିଷ୍ଠିର
ସମାଜକୁ ଦ୍ରୁତ ପରିବର୍ତ୍ତନ କରିବାକୁ ହେଲେ ବିଶ୍ୱର ନାରୀମାନଙ୍କୁ ସମବେତ କରିବାକୁ ହେବ ।
ଯୁଧିଷ୍ଠିର
ସ୍ୱାଧୀନତା ସେପର୍ଯ୍ୟନ୍ତ ହାସଲ କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ନାରୀମାନେ ସବୁପ୍ରକାର ନିର୍ଯ୍ୟାତନାରୁ ମୁକ୍ତି ପାଇପାରିନାହାଁନ୍ତି ।
ଯୁଧିଷ୍ଠିର
ସ୍ୱପ୍ନମାନଙ୍କ ସହିତ ଛୋଟ ଝିଅମାନେ ଉଚ୍ଚ ଦୃଷ୍ଟିଶକ୍ତିସମ୍ପନ୍ନ ନାରୀ ହୁଅନ୍ତି ।
ଯୁଧିଷ୍ଠିର
ସ୍ୱାର୍ଥପରତା ମଣିଷ ଜାତିର ସବୁଠାରୁ ବଡ ଅଭିଶାପ ।
ଯୁଧିଷ୍ଠିର
ଶିଶୁମାନଙ୍କର ଅତୀତ କିମ୍ବା ଭବିଷ୍ୟତ ନଥାଏ ।ସେମାନେ କେବଳ ବର୍ତ୍ତମାନ ଉପଭୋଗ କରନ୍ତି, ଯାହା ଆମ୍ଭମାନଙ୍କ ମଧ୍ୟରୁ ବହୁତ କମ୍ କରନ୍ତି ।
ଯୁଧିଷ୍ଠିର