Lalita Jena
Literary Captain
7
Posts
42
Followers
4
Following
ଜନ୍ମ ତାରିଖ : ତା-୦୬-ଜୁନ-୧୯୭୮, ଗ୍ରାମ - ପଟିଆ ଭୁବନେଶ୍ୱର
ଶ୍ରୀମତୀ ଲଳିତା ଜେନା ଓଡ଼ିଆ ସାହିତ୍ୟ ରଚନା କରିବାରେ ଜଣେ ସୁଲେଖିକା ତାଙ୍କର ରଚିତ ପାରମ୍ପରିକ "ପର୍ବପର୍ବାଣୀ" ଓ "ବାରମାସର ଲୀଳା" ବହିଟି ଶିଶୁ ଓ କିଶୋର ମନକୁ ଛୁଇଁଲା ଭଳି ବହିଟି । ଏଥିରେ ଚଉରାଳିଶିଟି ଛୋଟ ବଡ଼ କବିତା ମଧ୍ୟରେ ଅନେକ ଶିକ୍ଷଣୀୟ କଥା ଭରି ରହିଛି
ଶ୍ରୀମତୀ ଜେନା... Read more

ଶ୍ରୀମତୀ ଜେନା ଭୁବନେଶ୍ବର ସ୍ଥିତ ପଟିଆ ଗ୍ରାମରେ ଜନ୍ମ ଓ ଅବସ୍ଥାନ କରନ୍ତି , ଶ୍ରୀମତୀ ଜେନା ଜଣେ ସାଧାରଣ ଗୃହିଣୀଟିଏ ହେଲେ ମଧ୍ୟ ଯାବତୀୟ କର୍ମ ଜଞ୍ଜାଳରୁ କିଛି ସମୟ ବାହାର କରି ଲେଖାଲେଖି କରନ୍ତି ଉତିଷ୍ଠିତ , ଚିହ୍ନ ଶିଶୁପ୍ରତିଭା , କୁନି କଥା , ଓ ତାଙ୍କର ପାଞ୍ଚଖଣ୍ଡ ବହି ରଚିତ "ଗାଁ ସୁରଭି" , "ଗୀତି ଚାଙ୍ଗୁଡି" , "ପଟିଆ ଗଡ଼ ମୋ ଜନ୍ମଭୂଇଁ" । Read less
Share with friends