I'm LAVANYA and I love to read StoryMirror contents.
ଭୟାର୍ତ୍ତ କୋମଳ ମତୀ ମୃତ୍ୟୁ କଣ ବୁଝିବା ପୁର୍ବରୁ ନେଇଗଲା ତୋତେ ଡାକି॥ ଭୟାର୍ତ୍ତ କୋମଳ ମତୀ ମୃତ୍ୟୁ କଣ ବୁଝିବା ପୁର୍ବରୁ ନେଇଗଲା ତୋତେ ଡାକି॥
କେବେ ଚୁଲିରେ ପଶେ ଜଳେ ପୋଡେ ଦାଗ ଲାଗେ ଯାହା ମୁଁ ପଢିଚି କେବେ ଚୁଲିରେ ପଶେ ଜଳେ ପୋଡେ ଦାଗ ଲାଗେ ଯାହା ମୁଁ ପଢିଚି
ଜହ୍ନ ଆଉ ବହି ଶବ୍ଦର ଯାଦୁଗରୀ ପ୍ରେମର ବିଭୋର ପଣରେ ଜହ୍ନ ଆଉ ବହି ଶବ୍ଦର ଯାଦୁଗରୀ ପ୍ରେମର ବିଭୋର ପଣରେ
ତୁ କହିଲୁ ବୋଲି ମନକୁ ମୋ 'କଲମ କଲି, ଶିରା ଆଉ ଧମନୀର ରକତକୁ କରିଛି କାଳି । ତୁ କହିଲୁ ବୋଲି ମନକୁ ମୋ 'କଲମ କଲି, ଶିରା ଆଉ ଧମନୀର ରକତକୁ କରିଛି କାଳି ।
ଏକା ସମୁଦ୍ର କୁଳରେ ଠିଆ ହୋଇ କିଛି ଲାଭ ନାହିଁ। ଏକା ସମୁଦ୍ର କୁଳରେ ଠିଆ ହୋଇ କିଛି ଲାଭ ନାହିଁ।
ତଥାପି ନିଶ୍ବାସ ଥମି ଯିବାଯାଏ... ତଥାପି ନିଶ୍ବାସ ଥମି ଯିବାଯାଏ...