Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

2  

Amiya Bej

Others

ଗେଟ୍ ଲଷ୍ଟ୍

ଗେଟ୍ ଲଷ୍ଟ୍

1 min
7.4K


☆☆☆ ଗେଟ୍ ଲଷ୍ଟ୍ ☆☆☆

 

ମୋତେ ଜଣାଥିଲା, ଥରୁଟିଏ ନୁହେଁ ତା' ଫୋନ୍ ବାରମ୍ବାର ଆସିବ । ସେଇ ଏକା କଥା ଦୋହରାଇବ ।

 

  • ବୁଝିବାକୁ ଚେଷ୍ଟା କର । ଅଜାଣତରେ ଭୁଲ୍ ହୋଇଗଲା । ଶେଷଥର ପାଇଁ ମାଫ୍ କରିଦିଅ । ବହୁତ୍ ଭଲପାଉଛି ତୁମକୁ । ଆଉଥରେ ସୁଯୋଗ ଦିଅ । ତୁମ ବିଶ୍ବାସ - ଭରସାରେ ରହୁଥିବି ସବୁବେଳେ । ଏମିତି ଦୂରେଇ ଦିଅନି । ପ୍ଲିଜ୍...... ପ୍ଲିଜ୍..... ।
  • ମୋତେ ଏୟା ବି ଜଣାଥିଲା ଯେ ଫୋନ୍ କାଟିବା ପୂର୍ବରୁ ମୋର ସଂକ୍ଷିପ୍ତ ଉତ୍ତର ଥିବ -" ଗେଟ୍ ଲଷ୍ଟ୍ । " 

 

--- ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ୯୪୩୭୬୩୧୭୧୯


Rate this content
Log in