Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
❀❀❀ ସୁଗୃହିଣୀ ❀❀❀
❀❀❀ ସୁଗୃହିଣୀ ❀❀❀
★★★★★

© Amiya Bej

Others

1 Minutes   14.2K    16


Content Ranking

❀❀❀ ସୁଗୃହିଣୀ ❀❀❀

ମାସ ପୁରିବାକୁ ଆଉ ମୋଟେ ଦୁଇଟା ଦିନ । ଏଥରକ ପାଳି' ମୋର । ଠିକ୍ ପହିଲାରେ ବାପାମା' ଦିହେଁ , ବଡ଼ଭାଇଙ୍କ ଘରୁ ଆସି ଏଇଠି ପହଞ୍ଚିଯିବେ । ମାସିକିଆ ବଜେଟ୍ କୁ ନେଇ ମୋତେ ଭାରି ବ୍ୟସ୍ତ ଲାଗୁଥିଲା । "କାହିଁକି ଛାନିଆଁ ହେଉଛ ହେ ! ହପ୍ତାକୁ ତିନିଥର ବଦଳରେ ଥରୁଟିଏ ଆଇଁଷ ଆଣିଲେ, ଦୁହିଁଙ୍କର ଖର୍ଚ୍ଚ ପରା ଉଠିଯିବ ।" ସ୍ତ୍ରୀ ମୋର କାଂଧରେ ହାତ ଚାପି କହିଲେ । ସବୁ ଚିନ୍ତା ଦୂର ହେଇଗଲା ମଥାରୁ ମୋର । ପ୍ରକୃତରେ ସ୍ତ୍ରୀଟି ମୋର ସୁଗୃହିଣୀ ଥିଲା ।।।।।।।।।

❀❀❀ ଅମୀୟ ବେଜ୍ , ଘଟଗାଁ ,କେନ୍ଦୁଝର ❀❀❀

❀❀❀ ସୁଗୃହିଣୀ ❀❀❀

Rate the content


Originality
Flow
Language
Cover design

Comments

Post

Some text some message..