ରାଜନୀତି
ରାଜନୀତି
ଚିକିମିକି ଦିଶେ ସିନା ମିଛ ବିଜ୍ଞାପନ,
ସରକାରୀ ଯୋଜନା ସବୁ ଦକ୍ଷିଣୀ ପବନ l
ବଡ ହୀନିମାନେ ବଞ୍ଚେ ଚାଷୀ ଓଡିଶାର,
ଋଣ ଭାରେ ମରେ ସିଏ ପିଇକି ଜହର l
ଚାଷୀ ଏଠି ପାଉ ନାହିଁ ପାଣି, ସାର, ଧାନ,
ସରକାର ଦେଖାନ୍ତି ତା'କୁ ଦିନରେ ଲଣ୍ଠନ l
ଦେଖାଇ ଦିଅନ୍ତି ନୂଆ ଆଶା ଭରସା ପୁରା ଭରସା,ଦେଖାଇ ଦିଅନ୍ତି
ଆସ ମୋ ଚିକିମିକି ଦିଶେ ସିନା ମିଛ ବିଜ୍ଞାପନ,
ସରକାରୀ ଯୋଜନା ସବୁ ଦକ୍ଷିଣୀ ପବନ l
ବଡ ହୀନିମାନେ ବଞ୍ଚେ ଚାଷୀ ଓଡିଶାର,
ଋଣ ଭାରେ ମରେ ସିଏ ପିଇକି ଜହର l
ଚାଷୀ ଏଠି ପାଉ ନାହିଁ ପାଣି, ସାର, ଧାନ,
ସରକାର ଦେଖାନ୍ତି ତା'କୁ ଦିନରେ ଲଣ୍ଠନ l
ll ନୂଆ ଆଶା ପୁରା ଭରସା, ଖଲି ସବୁ ଆସା ଆଉ ଆସା
ମୋ ଓଡିଶା ମୋ ଓଡିଆ ଆମ ନୂଆ ଓଡିଶା ll
ବଳରାମ ତରାଇ
୯୯୩୭୦୧୪୬୪୬