Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Others Others Others

2.5  

KUMUDA CHANDRA DALEI

Others Others Others

ଏହି ଅଳି ଶ୍ରୀ ଛାମୁରେ

ଏହି ଅଳି ଶ୍ରୀ ଛାମୁରେ

1 min
444


ମୋତେ ଭସେଇ ଦେଲେ ଭସେଇ ଦିଅ

କଳା ଠାକୁର.

ମହୋଦଧିରେ ମତେ ଗଡେଇ ଦେଲେ ଗଡେଇ ଦିଅ

ହେ ଚକାଡୋଳା

ବଡ଼ ଦାଣ୍ଡରେ

ଏହି ଅଳି ଶ୍ରୀ ଛାମୁରେ ।

ମୁଁ ଗଛ ଲଗେଇ ପାଣି ଢ଼ାଳିବି ଯତନ ନେବି

ମୋ ଜୀବନରେ

ଗଛ ଆମକୁ ଯୋଗାଏ ଜଳ ଶୁଦ୍ଧ ପାବନ

ଶ୍ୱାସ ବାୟୁରେ

ଏହି ଅଳି ଶ୍ରୀ ଛାମୁରେ ।

ଗଛକୁ ପରା ଦେଇଛ ଶକ୍ତି ଛାଡ଼ିବ ଜଳ

ମହା ଶୂନ୍ୟରେ ।

ଗଛରେ ରହି ଯୋଗାଉ ଅଛ ଅମଳ ଯାନ

ପ୍ରଣ ବାୟୁରେ

ଏହି ଅଳି ଶ୍ରୀ ଛାମୁରେ ।

କାଟିବି ନାହିଁ ଗଚ୍ଛର ଶାଖା ପ୍ରଶାଖା ଅଉ

ମୋ ଜୀବନରେ

ଦେବତା ସମ ପୂଜିବି ନିତି ଯତନ କରି

ସପଥ କରେ

ଏହି ଅଳି ଶ୍ରୀ ଛାମୁରେ ।

କୁମୁଦ ଚନ୍ଦ୍ର ଦଳେଇ

ପୋଲସରା, ଗଞ୍ଜାମ


Rate this content
Log in