Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଜନମ ତୋର

ଜନମ ତୋର

1 min
6.4K


ଜନମିଲୁ ଦେବକୀର ଗର୍ଭେ

ବାତ୍ସଲ୍ୟ ତୋର ଯଶୋଦାର କୋଳେ ।

ପାଳନକର୍ତ୍ତା ତୋର ଲୀଳା ଅଟେ ପଟାନ୍ତର ,

ଯୁଗ ଯୁଗ ଧରି ଜିଣିଲୁ ସଭିଙ୍କ ଅନ୍ତର ।

ଆଜି ଜନ୍ମାଷ୍ଟମୀ ପୁରପଲ୍ଲୀ ନାଚି ଉଠେ ,

ଦେଖାଦିଅ ପ୍ରଭୁ ମନ ମୋର କମ୍ପି ଉଠେ ।

ଦୟା ଘେନ ତବ ଦୟାର ଠାକୁରେ ,

ମନ ମନ୍ଦିରେ ସ୍ଥାନ ପାଇ ଯେ ଅଚିରେ।

ଅନନ୍ତ ଶୟନେ ସ୍ମିତ ହାସ୍ୟ ତୋର ମନ୍ତ୍ରମୁଗ୍ଧ କର ,

ମାତୁଳ କଂସର ଆଦେଶେ ଅଷ୍ଟମ ଗର୍ଭେ ଯାତ ତୋର ।

ନାଶ ହେଲେ କେତେ ଦାନବ ଅସୁର ,

ତୋହରି କୃପାରେ ସଂସାର

ରକ୍ଷା ହେଲେ ଯେ ନର ।

ଜନମ ତୋହର ସଂସାରେ ମଙ୍ଗଳ ,

ଯୁଗ ଯୁଗ ଧରି ପାଳିବେ ମାନବ କୃଷ୍ଣ ନାମ ତୋ ସକଳ ।

ଓଁ କୃଷ୍ଣାୟ ନମଃ ।

ସୁବ୍ରତା ମହାନ୍ତି, ବାଲେଶ୍ଵର ।


Rate this content
Log in